Anti-Conversion laws: ଧର୍ମାନ୍ତରୀକରଣ ବିରୋଧୀ ଆଇନକୁ ନେଇ ୧୦ ରାଜ୍ୟକୁ ନୋଟିସ୍....

Anti-Conversion laws: ଆବେଦନଗୁଡ଼ିକରେ ଅଭିଯୋଗ କରାଯାଇଛି ଯେ ସ୍ୱେଚ୍ଛାକୃତ ବିବାହ କରୁଥିବା ବୟସ୍କ ଲୋକଙ୍କୁ ଏପରି ଆଇନ ଦ୍ୱାରା ଟାର୍ଗେଟ କରାଯାଉଛି ଏବଂ ଆଇନଗୁଡ଼ିକ ସଂଖ୍ୟାଲଘୁ(Minority)ଙ୍କୁ ଦମନ କରିବା ପାଇଁ ବ୍ୟବହାର କରାଯାଉଛି। ଯେଉଁ ରାଜ୍ୟଗୁଡ଼ିକୁ ସେମାନଙ୍କର ଜବାବ ଦାଖଲ କରିବାକୁ କୁହାଯାଇଛି ସେଗୁଡ଼ିକ ହେଲା ଉତ୍ତର ପ୍ରଦେଶ(UP), ମଧ୍ୟପ୍ରଦେଶ(MP), ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଗୁଜରାଟ, ଛତିଶଗଡ଼, ହରିୟାଣା, କର୍ଣ୍ଣାଟକ, ଝାଡ଼ଖଣ୍ଡ ଏବଂ ରାଜସ୍ଥାନ।

Anti-Conversion laws: ଧର୍ମାନ୍ତରୀକରଣ ବିରୋଧୀ ଆଇନକୁ ନେଇ ୧୦ ରାଜ୍ୟକୁ ନୋଟିସ୍....

About the Author