Ahmedabad Plane Crash Case: ପ୍ରାଥମିକ ତଦନ୍ତ ରିପୋର୍ଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଲୁଚାଯାଇଥିଲା

ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ପ୍ରଶାନ୍ତ ଭୂଷଣଙ୍କ କହିବାନୁଯାୟୀ, ଦୁର୍ଘଟଣାର ୧୦୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯାହା କରାଯାଇଛି ତାହା ଏକ ପ୍ରାଥମିକ ରିପୋର୍ଟ। ପ୍ରକୃତରେ କଣ ଘଟିଥିଲା, କ’ଣ ହୋଇପାରେ କିମ୍ବା କ’ଣ ସତର୍କତା ଅବଲମ୍ବନ କରାଯିବା ଉଚିତ ସେନେଇ କୌଣସି ବ୍ୟାଖ୍ୟା କରାଯାଇନାହିଁ।

Ahmedabad Plane Crash Case: ପ୍ରାଥମିକ ତଦନ୍ତ ରିପୋର୍ଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଲୁଚାଯାଇଥିଲା

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a seasoned media professional with more than 12 years of experience in the national media landscape. Having started his journey with Sambad, the state's number one daily newspaper, he transitioned to broadcast journalism with Kamyab TV. His career highlights include a pivotal role as a Programme Producer at Zee Media starting in 2016 and leading Odisha's digital operations for Network18 as Digital Head in 2022. Since 2023, he has been back with Zee Media, driving impactful content strategy.

Read More