ବଲିଉଡ଼କୁ ଦି ଫାଳ କରିଦେଲା ସୁଶାନ୍ତଙ୍କ ଆତ୍ମା !

ସୁଶାନ୍ତ ସିଂହ ରାଜପୁତ (Sushant Singh Rajput) ଙ୍କ ମୃତ୍ୟୁ ମାମଲା ଅଡ଼ୁଆ ସୂତାରେ ଛନ୍ଦି ହେବାରେ ଲାଗିଛି। ୯୦ ଦିନରୁ ଊର୍ଦ୍ଧ୍ୱ ସମୟ ବିତିଥିବା ଏହି ମାମଲାର ସମାଧାନ ହେବା ପରିବର୍ତ୍ତେ ଅଧିକ ଜଟିଳ ହେବାରେ ଲାଗିଛି। ସେପଟେ ଏହାକୁ ନେଇ ମାୟାନଗରୀର ରଙ୍ଗୀନ ଦୁନିଆରେ କମ୍ପନ ଆରମ୍ଭ ହୋଇ ସାରିଛି।

ବଲିଉଡ଼କୁ ଦି ଫାଳ କରିଦେଲା ସୁଶାନ୍ତଙ୍କ ଆତ୍ମା !

About the Author