ଇତିହାସ ରଚିଲା 'ଦିଲ ବେଚାରା'

ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ 'ଦିଲ ବେଚାରା' ଦେଖି ଅନେକ ଫ୍ୟାନ୍ସ ଇମୋସନାଲ ହୋଇପଡ଼ିଛନ୍ତି । ଫିଲ୍ମଟିକୁ ଗତକାଲି ସନ୍ଧ୍ୟା ୭ଟା ୩୦ରେ ରିଲିଜ କରିବାର ଥିଲା । କିନ୍ତୁ ଲୋକଙ୍କ ଆବେଗକୁ ଧ୍ୟାନରେ ରଖି ଧାର୍ଯ୍ୟ ସମୟର ଅଧଘଣ୍ଟା ପୂର୍ବରୁ ହିଁ ରିଲିଜ କରାଯାଇଥିଲା ।

 ଇତିହାସ ରଚିଲା 'ଦିଲ ବେଚାରା'

About the Author