ଚଳିତ ବର୍ଷ ହେବନି ଟି-20 ବିଶ୍ୱକପ

କୋରୋନା ଭାଇରସ କାରଣରୁ ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଏହି ବିଶ୍ୱକପ ଟୁର୍ନାମେଣ୍ଟ ଉପରେ ପୂର୍ବରୁ ବିପଦର ସଙ୍କେତ ଲାଗି ରହିଥିଲା । କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ଟି-20 ବିଶ୍ୱକପକୁ ନେଇ ଚିନ୍ତା ପ୍ରକାଶ କରିଥିଲା ।

ଚଳିତ ବର୍ଷ ହେବନି ଟି-20 ବିଶ୍ୱକପ

About the Author