ଜିଦଖୋର୍ ତାଲିବାନୀ! କବଜା କଲେ Amrullah Salehଙ୍କ Library

ବର୍ତ୍ତମାନ ଅନେକ ତାଲିବାନୀ ସମର୍ଥକମାନେ Amrullah Salehଙ୍କ Libraryର ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି। ଫଟୋରେ ଜଣେ ତାଲିବାନୀ ହାତରେ ରାଇଫଲ ଧରି ବସିଥିବା ଦେଖିବାକୁ ମିଳୁଛି।

ଜିଦଖୋର୍ ତାଲିବାନୀ! କବଜା କଲେ Amrullah Salehଙ୍କ Library
Image Credit: ସୌ: ସୋସିଆଲ ମି଼ଡିଆ

About the Author