ଆଖି ବୁଜିଲେ Tamil Nadu Chopper Crashର ଏକମାତ୍ର ସର୍ଭାଇବର

Tamil Nadu Chopper Crashର ଏକମାତ୍ର ସର୍ଭାଇବର ଗ୍ରୁପ କ୍ୟାପଟନ ବରୁଣ ସିଂହ (Group Captain Varun Singh) ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ସହ ସଂଗ୍ରାମ କରି ସେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଚିକିତ୍ସାଧିନ ଅବସ୍ଥାରେ ବେଙ୍ଗାଲୁରୁସ୍ଥିତ କମାଣ୍ଡ ହସ୍ପିଟାଲ (Bengaluru military hospital) ରେ ଗ୍ରୁପ କ୍ୟାପଟନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଆଖି ବୁଜିଲେ Tamil Nadu Chopper Crashର ଏକମାତ୍ର ସର୍ଭାଇବର
Image Credit: ଡିଜାଇନ୍ ଫଟୋ

About the Author