ପାଟନାରେ ଅନୁଷ୍ଠିତ ହେବ ତେଜସ୍ୱୀ ଯାଦବଙ୍କ ରିସେପ୍ସନ୍, CM Nitish କୁ ପଠାଇବେ ନିମନ୍ତ୍ରଣ!

Tejashwi Yadav Reception: ତେଜସ୍ୱୀ ଯାଦବ ତାଙ୍କ ପତ୍ନୀ ରାଜଶ୍ରୀଙ୍କ ସହ ଶୀଘ୍ର ପାଟନାରେ ପହଞ୍ଚିବାକୁ ଯାଉଛନ୍ତି । ପୁଅ ଓ ବୋହୂଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେବା ପାଇଁ ରାବିଡି ଦେବୀ ଦିଲ୍ଲୀରୁ ପାଟନାରେ ପହଞ୍ଚି ସାରିଛନ୍ତି ।

ପାଟନାରେ ଅନୁଷ୍ଠିତ ହେବ ତେଜସ୍ୱୀ ଯାଦବଙ୍କ ରିସେପ୍ସନ୍, CM Nitish କୁ ପଠାଇବେ ନିମନ୍ତ୍ରଣ!

About the Author