୩୬ ଜଣ ବିଧାୟକଙ୍କ ଟିକେଟ୍ କାଟିଲେ, କାହିଁକି ତେଜସ୍ୱୀ ନେଲେ ଏହି ନିଷ୍ପତ୍ତି?

ଗତ ଥର ୧୪୪ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା RJD ଏଥର ନିର୍ବାଚନରେ ଅନେକ ନେତାଙ୍କ ଟିକେଟ୍ କାଟିବା ସହ ନୂଆ ଚେହେରାକୁ ସୁଯୋଗ ଦେଇଛି । ମୋଟ ୩୬ ଜଣ ବିଧାୟକଙ୍କୁ ଟିକେଟ୍ ମିଳିନଥିବା ରିପୋର୍ଟ ଆସିଛି ।

୩୬ ଜଣ ବିଧାୟକଙ୍କ ଟିକେଟ୍ କାଟିଲେ, କାହିଁକି ତେଜସ୍ୱୀ ନେଲେ ଏହି ନିଷ୍ପତ୍ତି?

About the Author