'ଶ୍ରମିକଙ୍କ ଭଡ଼ା ଦେବାକୁ ଚାହୁଁନାହାଁନ୍ତି ଡବଲ ଇଞ୍ଜିନର ସରକାର'

ତେଜସ୍ୱୀ ଆହୁରି କହିଛନ୍ତି, 'ସରକାର ଗୋଟିଏ ପଟେ ୧୦୦୦ ଟଙ୍କା ଦେବାର ପ୍ରଚାର କରୁଛନ୍ତି । ଅନ୍ୟପଟେ ଗରିବଙ୍କ ଭଡା ଦେବାକୁ ରାଜ୍ୟ ସରକାରଙ୍କ ପାଖରେ ଟଙ୍କା ନାହିଁ । ବିହାର ସରକାର ନୈତିକତା ଏବଂ କର୍ତ୍ତବ୍ୟର ସମସ୍ତ ସମ୍ମାନ ଭୁଲି ଯାଇଛନ୍ତି ।

'ଶ୍ରମିକଙ୍କ ଭଡ଼ା ଦେବାକୁ ଚାହୁଁନାହାଁନ୍ତି ଡବଲ ଇଞ୍ଜିନର ସରକାର'
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author