Accident News: ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା, ୫ଜଣଙ୍କ ମୃତ୍ୟୁ

ଆଜି ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ କୋଟୱାର ଦୀପୁ ମୋଡ଼ ନିକଟରେ ଅନେକ ବାଇକ୍ ଚାଳକ, ଇ-ରିକ୍ସା ଚାଳକ ଏବଂ ପଦଯାତ୍ରୀ ରାସ୍ତା ପାର ହେବାକୁ ଅପେକ୍ଷା କରିଥିଲେ। ଉକ୍ତ ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ନିୟନ୍ତ୍ରଣ ହରାଇ ଡିଭାଇଡର୍ ଭାଙ୍ଗି ମାଡି ଆସିଥିଲା ।

Accident News: ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା, ୫ଜଣଙ୍କ ମୃତ୍ୟୁ

About the Author