'ପାକିସ୍ତାନ ସୈନିକ ଏବଂ ସରକାର ହିଁ ଦିନେ ନିଜ ଦେଶକୁ ଶେଷ କରିଦେବେ' ପ୍ରଧାନମନ୍ତ୍ରୀ ମୋଦୀ

PM Modi Address to Nation: ପାକିସ୍ତାନ ସୈନିକ ଏବଂ ସରକାର ଯେପରି ଆତଙ୍କବାଦୀଙ୍କୁ ପ୍ରସୟ ଦେଉଛନ୍ତି ତାହା ଗୋଟେ ଦିନ ପାକିସ୍ତାନକୁ ହିଁ ଶେଷ କରିଦେବ । ମୁଁ ସମଗ୍ର ବିଶ୍ୱକୁ କହୁଛି ଯେ, ଯଦି ପାକିସ୍ତାନ ସହ କଥା ହେବୁ ତେବେ ଆତଙ୍କବାଦୀ ଏବଂ ପିଓକେ ଉପରେ ହିଁ କଥା ହେବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

'ପାକିସ୍ତାନ ସୈନିକ ଏବଂ ସରକାର ହିଁ ଦିନେ ନିଜ ଦେଶକୁ ଶେଷ କରିଦେବେ' ପ୍ରଧାନମନ୍ତ୍ରୀ ମୋଦୀ

About the Author