ଖାସ୍ ଏଥିପାଇଁ ଦେଶର ପ୍ରାୟ ୧୨,୦୦୦ ଡାକ୍ତରଙ୍କ ସହ କଥା ହେଲେ ସଚିନ ତେନ୍ଦୁଲକର

ନିଜ କ୍ୟାରିୟରରେ ୨୦୦ ଟେଷ୍ଟ ଏବଂ ୪୬୩ଟି ଏକ ଦିବସୀୟ ଖେଳିଥିବା ତେନ୍ଦୁଲକରଙ୍କୁ ହାଡ଼ ରୋଗ ବିଶେଷଜ୍ଞ ଡକ୍ଟର ସୁଧୀର ୱାରିୟରଙ୍କଠାରୁ ଜାଣିବାକୁ ପାଇଲେ ଯେ ଲକଡାଉନ୍ ସମୟରେ 'ଲାଇଭ୍ ୱେବିନାର' ମାଧ୍ୟମରେ ଦେଶର ଅନେକ ଯୁବ ଡାକ୍ତର କ୍ରୀଡ଼ା ଆଘାତ ବିଷୟରେ ଜ୍ଞାନ ବଢ଼ାଇବାକୁ ଚାହୁଁଛନ୍ତି ।

ଖାସ୍ ଏଥିପାଇଁ ଦେଶର ପ୍ରାୟ ୧୨,୦୦୦ ଡାକ୍ତରଙ୍କ ସହ କଥା ହେଲେ ସଚିନ ତେନ୍ଦୁଲକର

About the Author