ସର୍ବଦଳୀୟ ବୈଠକକୁ ମିଳିଲାନି ନିମନ୍ତ୍ରଣ, ଆପ୍ ଓ ଆରଜେଡି ଅସନ୍ତୁଷ୍ଟ

ବିହାରର ମୁଖ୍ୟ ବିରୋଧୀ ଦଳ ହେଉଛି ଆରଜେଡି । ଦଳର ୫ ସାଂସଦ ମଧ୍ୟ ଅଛନ୍ତି । ତେବେ ସର୍ବଦଳୀୟ ବୈଠକରେ ନିମନ୍ତ୍ରଣ କରନଯିବା ନେଇ ଖପ୍ପା ହୋଇଛନ୍ତି ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ।

ସର୍ବଦଳୀୟ ବୈଠକକୁ ମିଳିଲାନି ନିମନ୍ତ୍ରଣ, ଆପ୍ ଓ ଆରଜେଡି ଅସନ୍ତୁଷ୍ଟ
Image Credit: ଫାଇଲ ଫଟୋ

About the Author