ଲକଡାଉନରେ ବୁଡ଼ିଗଲା ଫିଲ୍ମ ଇଣ୍ଡଷ୍ଟ୍ରୀର ୧୦ ହଜାର କୋଟି

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଭିଡିଓ କନଫେରେନ୍ସିଂ ଜରିଆରେ ଆଲୋଚନା ପରେ ବହୁତ ଖୁସୀ ଅଛନ୍ତି ନିର୍ମାତା ଓ ନିର୍ଦ୍ଦେଶକ । ସେମାନଙ୍କ କହିବା ହେଲା ମହାରାଷ୍ଟ୍ର ସରକାର ଦ୍ୱାରା ନିୟମ ପାଳନ ସହ ଆଉକିଛି ଦିଗ ଉପରେ ବିଚାର ବିମର୍ଶ କରୁଛନ୍ତି । ଯାହା ବିଷୟରେ ସେମାନେ ଖୁବଶୀଘ୍ର ସରକାରଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି ଆଇଏଫଟିପିସି ଅଧ୍ୟକ୍ଷ ଜେଡି ମଜିଥିଆ ।

ଲକଡାଉନରେ ବୁଡ଼ିଗଲା ଫିଲ୍ମ ଇଣ୍ଡଷ୍ଟ୍ରୀର ୧୦ ହଜାର କୋଟି

About the Author