Advertisement
Article Detail0/zeeodisha/odisha668607
Zee OdishaOdisha National-InternationalZoom Appର ବ୍ୟବହାରକୁ ନେଇ ସରକାରଙ୍କ ଗାଇଡଲାଇନ୍, ଏହା ସୁରକ୍ଷିତ ନୁହେଁ

Zoom Appର ବ୍ୟବହାରକୁ ନେଇ ସରକାରଙ୍କ ଗାଇଡଲାଇନ୍, 'ଏହା ସୁରକ୍ଷିତ ନୁହେଁ'

ଅଧିକାଂଶ କାର୍ଯ୍ୟାଳୟରେ ମଧ୍ୟ ଏହି ଆପ୍ ଭିଡିଓ କନଫରେନ୍ସିଂ ପାଇଁ ବ୍ୟବହୃତ ହେଉଛି । ଏହି ସମୟରେ ସରକାର ଏହି ଆପକୁ ନେଇ ଗାଇଡଲାଇନ ବା ଦିଶାନିର୍ଦ୍ଦେଶ ଜାରି କରିଛନ୍ତି । ଏହା 'ସୁରକ୍ଷିତ' ନୁହେଁ ବୋଲି ଲୋକଙ୍କୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର ।

Zoom Appର ବ୍ୟବହାରକୁ ନେଇ ସରକାରଙ୍କ ଗାଇଡଲାଇନ୍, 'ଏହା ସୁରକ୍ଷିତ ନୁହେଁ'

ନୂଆଦିଲ୍ଲୀ: କୋରୋନା ଭାଇରସ୍ କାରଣରୁ ଦେଶରେ ଲକଡାଉନ୍ ଜାରି ରହିଛି । ଏହି ସମୟ ମଧ୍ୟରେ ଲୋକମାନେ ପରସ୍ପର ସହିତ ସଂଯୋଗ କରିବାକୁ ଭିଡିଓ କଲିଂ ଆପ୍ ଜୁମ୍ (Zoom App) ବ୍ୟବହାର କରୁଛନ୍ତି । ଅଧିକାଂଶ କାର୍ଯ୍ୟାଳୟରେ ମଧ୍ୟ ଏହି ଆପ୍ ଭିଡିଓ କନଫରେନ୍ସିଂ ପାଇଁ ବ୍ୟବହୃତ ହେଉଛି । ଏହି ସମୟରେ ସରକାର ଏହି ଆପକୁ ନେଇ ଗାଇଡଲାଇନ ବା ଦିଶାନିର୍ଦ୍ଦେଶ ଜାରି କରିଛନ୍ତି । ଏହା 'ସୁରକ୍ଷିତ' ନୁହେଁ ବୋଲି ଲୋକଙ୍କୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର ।

ଅନ୍ୟପକ୍ଷେ ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ କୋରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୧୨,୩୮୦ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୪୧ଟି ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏବଂ ୩୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କୋରୋନା କାରଣରୁ ଏପର୍ଯ୍ୟନ୍ତ ୪୧୪ ଜଣଙ୍କର ମୃତ୍ୟୁ ଘଟିଛି, ଯଦିଓ ୧୪୮୯ କୋରୋନା ରୋଗୀ ମଧ୍ୟ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।

Add Zee News as a Preferred Source
About the Author