ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୬୫୪୨

ଶନିବାରର ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରାଯାଇଛି । ଯାହା ମେ ୮ର ଦିନ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ । ଅର୍ଥାତ ଏହି ଡାଟା ମାତ୍ର ୮ ଘଣ୍ଟାର ରହିଛି । ବର୍ତ୍ତମାନ ପରବର୍ତ୍ତୀ ସ୍ୱାସ୍ଥ୍ୟ ବୁଲେଟିନ୍ ରବିବାର ସକାଳେ ପ୍ରକାଶ ପାଇବ ।

ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୬୫୪୨
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author