ଦିଲ୍ଲୀରେ କୋରୋନାର ପ୍ରକୋପ: ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨,୩୭୬

ଅନ୍ୟପକ୍ଷରେ ଗୁରୁବାର ରାଜଧାନୀରେ ଲକଡାଉନ ଉଲଂଘନ ମାମଲା ୧୪୦ରୁ ଅଧିକ ରହିଥିଲା । ୩ ହଜାର ୧୦୯ ଜଣଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୋଲିସ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତୀୟ ଦଣ୍ଡ ସଂହିତା ସଂପୃକ୍ତ ଧାରା ଅନୁଯାୟୀ ୧୪୪ରେ ମାମଲା ରୁଜୁ ହୋଇଥିଲା ।

ଦିଲ୍ଲୀରେ କୋରୋନାର ପ୍ରକୋପ: ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨,୩୭୬

About the Author