Vodafone Ideaର ଏହି ଗ୍ରାହକଙ୍କୁ ଆଉ ମିଳିବନି ଦ୍ୱିଗୁଣା ଡାଟା

ଏଠାର ଜଣାଇ ଦେବାକୁ ଚାହିଁବୁ ଯେ, କମ୍ପାନୀ ଚଳିତ ମାସ ଆରମ୍ଭରେ ଏହାର ଡବଲ୍ ଡାଟା ଅଫର ଘୋଷଣା କରିଥିଲା, ଯେଉଁଥିରେ ୨୪୯,୩୯୯ ଓ ୫୯୯ ଟଙ୍କା ପ୍ରିପେଡ୍ ରିଚାର୍ଜ ପ୍ଲାନ ସାମିଲ ଥିଲା । ଏହି ପ୍ଲାନରେ ଭୋଡାଫୋନ୍ ଆଇଡିଆ ଗ୍ରାହକମାନଙ୍କୁ ୧.୫ ଜିବି ଅତିରିକ୍ତ ଡାଟା ପ୍ରଦାନ କରାଯାଉଛି ।

Vodafone Ideaର ଏହି ଗ୍ରାହକଙ୍କୁ ଆଉ ମିଳିବନି ଦ୍ୱିଗୁଣା ଡାଟା

About the Author