ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି କଲେ ଏହି ବିଜେପି ନେତା

ବିଜେପି ନେତା ବିଜୟ ଗୋଏଲ ଦାବି କରିଛନ୍ତି ଯେ, ୧୧ଶ ଶତାବ୍ଦୀରେ ଦିଲ୍ଲୀକୁ ଢିଲି କୁହାଯାଉଥିଲା, ଯାହାକୁ ପରେ ପାରସିକ ଭାଷାରେ ଦିଲ୍ଲୀ ଭାବରେ ଅନୁବାଦ କରାଯାଇଥିଲା।

ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି କଲେ ଏହି ବିଜେପି ନେତା

About the Author