ସମଗ୍ର ବିଶ୍ୱ ପାଇଁ ମୁଣ୍ଡ ଟେକୁଛି ଆଉ ଏକ ମହାମାରୀ

ସମଗ୍ର ବିଶ୍ୱ ଏବେ କୋରୋନା ମହାମରୀ ଯୁଝି ହେଉଛି. ଚୀନରୁ ଜନ୍ମ ନେଇଥିବା ଏହି ଭୁତାଣୁ ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି. ତେବେ ଏହି ଭୂତାଣୁର ସମାଧାନ ବାହାରି ନଥିବା ବେଳେ ଏବେ ଆଉ ଏକ ମହାମାରୀ ଚୀନରେ ମୁଣ୍ଡ ଟେକୁଛି.

ସମଗ୍ର ବିଶ୍ୱ ପାଇଁ ମୁଣ୍ଡ ଟେକୁଛି ଆଉ ଏକ ମହାମାରୀ

About the Author