ଭଲ ଖବର: ଭାରତର ୩ ରାଜ୍ୟ ହେଲା କୋରୋନା ମୁକ୍ତ

ଏଠାରେ କହି ରଖୁଛୁ ଯେ, ଭାରତରେ କୋରୋନା ଭାଇରସ୍ ସଂକ୍ରମଣର ପ୍ରକୋପ ଜାରି ରହିଛି । ଲକଡାଉନ୍ ସତ୍ତ୍ୱେ ଏହାର ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏହି ସମୟରେ ଦେଶରେ କୋରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ୨୧ ହଜାର ଅତିକ୍ରମ କରିସାରିଛି ।

ଭଲ ଖବର: ଭାରତର ୩ ରାଜ୍ୟ ହେଲା କୋରୋନା ମୁକ୍ତ

About the Author