ମିଆଁମାରର ଖଣିରେ ଭୂସ୍ଖଳନ, ୧୧୩ ମୃତ

ଉଦ୍ଧାରକାରୀ ଦଳ କହିଛି ଯେ, ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଏହା ପରେ ଏକ ବଡ଼ କାଦୁଅ ଲହରୀ ପରି ଆସିଥିଲା ​। ଏହା ତଳେ ପଥର ସଂଗ୍ରହ କରୁଥିବା ଲୋକ ପୋତି ହୋଇଯାଇଥିଲେ ।

ମିଆଁମାରର ଖଣିରେ ଭୂସ୍ଖଳନ, ୧୧୩ ମୃତ

About the Author