'ପିଏମ ମୋଦିଙ୍କ ଆର୍ଥିକ ପ୍ୟାଜେକ HRଙ୍କ CTC ପରି'

ଡେରେକେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଆମେ ବିସ୍ତୃତ ସୂଚନା ପାଇଁ ଅପେକ୍ଷା କରିବା ଉଚିତ । ଏହା କିଛି ଏପରି ଯେଉଁଥିରେ HR ଦ୍ୱାରା କୁହାଯାଉଥିବା CTC ପରି ଲାଗୁଛି । କିନ୍ତୁ ଶେଷରେ କେତେ ରାଶି ହାତକୁ ଆସିବ, ତାହା କୁହାଯାଇ ନଥାଏ ।

'ପିଏମ ମୋଦିଙ୍କ ଆର୍ଥିକ ପ୍ୟାଜେକ HRଙ୍କ CTC ପରି'
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author