US-China trade deal: ଚୀନ ଉପରୁ ୧୦ ପ୍ରତିଶତ ଟାରିଫ ହ୍ରାସ କଲେ ଟ୍ରମ୍ପ

ଫେଣ୍ଟାନିଲ୍ ଉପରେ ୨୦ ପ୍ରତିଶତ ଶୁଳ୍କ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି। ଚୀନ୍ ଉପରେ ମୋଟ ୫୭ ପ୍ରତିଶତ ଶୁଳ୍କ ୪୭ ପ୍ରତିଶତକୁ ହ୍ରାସ କରାଯାଇଛି। ହ୍ରାସ କରାଯାଇଥିବା ଶୁଳ୍କ ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।

US-China trade deal: ଚୀନ ଉପରୁ ୧୦ ପ୍ରତିଶତ ଟାରିଫ ହ୍ରାସ କଲେ ଟ୍ରମ୍ପ

About the Author