ଆଜିଠୁ ଚାରି ଦିନ ବ୍ୟାଙ୍କ ବନ୍ଦ, Strike ପରେ ବି ଖୋଲିବନି ସଟର୍

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ଦ୍ୱାରା ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ବ୍ୟାଙ୍କ ଗୁଡିକୁ ସରକାର ଘରୋଇକରଣ ପାଇଁ ଚାଲିଥିବା ପ୍ରସ୍ତୁତିକୁ ବିରୋଧ କରିବାକୁ UFBU ଧର୍ମଘଟ ଘୋଷଣା କରିଛି।

ଆଜିଠୁ ଚାରି ଦିନ ବ୍ୟାଙ୍କ ବନ୍ଦ, Strike ପରେ ବି ଖୋଲିବନି ସଟର୍
Image Credit: ପ୍ରତିକାତ୍ମକ ଫଟୋ

About the Author