Plane Crash: ଦୀପାବଳିରେ ସମୂଦ୍ରରେ ଖସି ପଡିଲା ବିମାନ, ୨ ଜଣ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହଂକଂରେ ଏକ ବିମାନ ଦୁର୍ଘଟଣା ଘଟିଛି। ଅବତରଣ କରିବା ସମୟରେ ଏକ ବିମାନ ରନୱେରୁ ଖସି ସମୁଦ୍ରରେ ଖସି ପଡ଼ିଥିବା ନେଇ ସୂଚନା ରହିଛି। ଏହି ଦୁର୍ଘଟଣାରେ ବିମାନବନ୍ଦର କାରରେ ଥିବା ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିମାନରେ ଥିବା ଚାରି ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସେମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Plane Crash: ଦୀପାବଳିରେ ସମୂଦ୍ରରେ ଖସି ପଡିଲା ବିମାନ, ୨ ଜଣ ଯାତ୍ରୀଙ୍କ ମୃତ୍ୟୁ

About the Author