ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ଜଣେ ପ୍ରବାସୀ ଶ୍ରମିକଙ୍କ ସମେତ ୨ ମୃତ, ୮ ଆହତ

ଛତିଶଗଡର ବେମେତରା ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍-ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଶ୍ରମିକଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ୮ ଜଣ ଆହତ ହୋଇଛନ୍ତି ।

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ଜଣେ ପ୍ରବାସୀ ଶ୍ରମିକଙ୍କ ସମେତ ୨ ମୃତ, ୮ ଆହତ
Image Credit: ପ୍ରତୀକାତ୍ମକ ଫଟୋ

About the Author