Delhi Police: ଦିଲ୍ଲୀ ପୋଲିସକୁ ସଫଳତା,୨ ଆତଙ୍କବାଦୀ ଗିରଫ

Delhi Police: ଦିଲ୍ଲୀ ପୋଲିସ ଆତଙ୍କବାଦ ବିରୋଧରେ ଏକ ବଡ଼ ସଫଳତା ପାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍, ଝାଡ଼ଖଣ୍ଡ ATS ଏବଂ ରାଞ୍ଚି ପୋଲିସ ସହିତ ମିଳିତ ଅପରେସନ୍ କରି ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି।

Delhi Police: ଦିଲ୍ଲୀ ପୋଲିସକୁ ସଫଳତା,୨ ଆତଙ୍କବାଦୀ ଗିରଫ

About the Author