ଉଦ୍ଧବଙ୍କୁ ଚିନ୍ତା ମେଣ୍ଟ କନ୍ଦଳ! ଦେଲେ ଚେତାବନୀ...

ମହାରାଷ୍ଟ୍ରରେ କୁହୁଳୁଛି ମେଣ୍ଟ କନ୍ଦଳ। ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ରାଜନୈତିକ କନ୍ଦଳ ପରେ ଏବେ ଚିନ୍ତାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏପରିକି ଉଦ୍ଧବ ଖୋଲାଖୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

ଉଦ୍ଧବଙ୍କୁ ଚିନ୍ତା ମେଣ୍ଟ କନ୍ଦଳ! ଦେଲେ ଚେତାବନୀ...

About the Author