Russia Air Strike: ଭାରତ ଆସୁଛନ୍ତି ପୁଟିନ, ଋଷିଆ ଉପରେ ୟୁକ୍ରେନର ଘନଘନ ଆକ୍ରମଣ

ନୂଆଦିଲ୍ଲୀ: ରୁଷ ୟୁକ୍ରେନ ଉପରେ ପୁଣି ଏକ ବିମାନ ଆକ୍ରମଣ କରିଛି। ଗତକାଲି ରାତିରେ, ରୁଷ ସେନା ପୂର୍ବ ୟୁକ୍ରେନର ସ୍ଲୋଭିଆନସ୍କ ସହର ଉପରେ ବୋମା ମାଡ଼ କରିଥିଲା। ରୁଷ ସେନା ଏକ ପରେ ଏକ ନଅଟି ବୋମା ପକାଇଥିଲା, ଯେଉଁଥିରେ ଦୁଇ ଶିଶୁ ସମେତ ଆଠ ଜଣ ଆହତ ହୋଇଥିଲେ। ଏକ ଆବାସିକ କୋଠା ଧ୍ୱଂସ ପାଇଯାଇଥିଲା। ସ୍ଲୋଭିଆନସ୍କ ରାଜ୍ୟପାଳ ଭାଡିମ୍ ଫିଲି

Russia Air Strike: ଭାରତ ଆସୁଛନ୍ତି ପୁଟିନ, ଋଷିଆ ଉପରେ ୟୁକ୍ରେନର ଘନଘନ ଆକ୍ରମଣ

About the Author