ଦିଲ୍ଲୀ ହିଂସା: ୧୦ ଦିନ ରିମାଣ୍ଡରେ ଉମର, ଖୋଲିବ ବହୁ ଗୁମର !

ଦିଲ୍ଲୀ ଦଙ୍ଗା (Delhi Riots) ଘଟଣାରେ ଅଭିଯୁକ୍ତ ଉମର ଖାଲିଦ (Umar Khalid) କୁ ଗିରଫ କରିଛି ପୋଲିସ। ରବିବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଛି ପୋଲିସ (Delhi Police)।

ଦିଲ୍ଲୀ ହିଂସା: ୧୦ ଦିନ ରିମାଣ୍ଡରେ ଉମର, ଖୋଲିବ ବହୁ ଗୁମର !

About the Author