ସ୍ଥଗିତ ରଖାଯାଇପାରେ UP ବିଧାନସଭା ନିର୍ବାଚନ; ଆହ୍ଲାବାଦ ହାଇକୋର୍ଟ ପିଏମ ମୋଦିଙ୍କୁ କଲେ ଅନୁରୋଧ

Allahabad High Court: କୋରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦି (PM Modi) ଏବଂ ନିର୍ବାଚନ ଆୟୋଗଙ୍କୁ ୟୁପି ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି ।

ସ୍ଥଗିତ ରଖାଯାଇପାରେ UP ବିଧାନସଭା ନିର୍ବାଚନ; ଆହ୍ଲାବାଦ ହାଇକୋର୍ଟ ପିଏମ ମୋଦିଙ୍କୁ କଲେ ଅନୁରୋଧ

About the Author