ଲକଡାଉନ ଉଲ୍ଲଙ୍ଘନ କରିବାରୁ ଯୁବକଙ୍କୁ ପୋଲିସ ଆଗରେ ଡ୍ୟାନ୍ସ କରିବାର ମିଳିଲା ଦଣ୍ଡ, ଦେଖନ୍ତୁ ଭିଡିଓ

ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ କାରଣରୁ ପୋଲିସକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ଲକଡାଉନ ଉଲ୍ଲଙ୍ଘନ କରିବାରୁ ଯୁବକଙ୍କୁ ପୋଲିସ ଆଗରେ ଡ୍ୟାନ୍ସ କରିବାର ମିଳିଲା ଦଣ୍ଡ, ଦେଖନ୍ତୁ ଭିଡିଓ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author