Vicky-Katrina Wedding: ଭିକି-କ୍ୟାଟ୍ରିନାଙ୍କ ବିବାହର ଲାଇଭ ଟେଲିକାଷ୍ଟ କରିବ Amazon Prime!

Vicky-Katrina Wedding: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଏକ ନୂଆ ଅପଡେଟ ଆସିଛି । ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ତେବେ ଭିକି-କ୍ୟାଟ୍ରିନାଙ୍କ ବିବାହ OTT ପ୍ଲାଟଫର୍ମରେ ପ୍ରସାରିତ ହେବ ।

Vicky-Katrina Wedding: ଭିକି-କ୍ୟାଟ୍ରିନାଙ୍କ ବିବାହର ଲାଇଭ ଟେଲିକାଷ୍ଟ କରିବ Amazon Prime!

About the Author