France Protests: ନେପାଳ ପରେ ଫ୍ରାନ୍ସରେ ହିଂସା, ୨୦୦ରୁ ଅଧିକ ଗିରଫ

France Violence After Nepal: ନେପାଳ ପରେ ବୁଧବାର ଫ୍ରାନ୍ସରେ ବ୍ୟାପକ ହିଂସା ଏବଂ ପ୍ରତିବାଦ ଦେଖିବାକୁ ମିଳିଛି। ପ୍ରଦର୍ଶନକାରୀମାନେ ଅନେକ ସହରରେ ରାସ୍ତା ଅବରୋଧ କରିଛନ୍ତି, ପୋଡ଼ାଜଳା କରିଥିଲେ ଓ ପୋଲିସ ଉପରେ ଆକ୍ରମଣ କରିଛନ୍ତି।

France Protests: ନେପାଳ ପରେ ଫ୍ରାନ୍ସରେ ହିଂସା, ୨୦୦ରୁ ଅଧିକ ଗିରଫ
Image Credit: France Violence After Nepal

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More