ପୁଣି ସହାୟତାର ହାତ ବଢ଼ାଇଲେ ବିରାଟ-ଅନୁଷ୍କା, ଦାନ କଲେ ଏତେ ଟଙ୍କା

ସିଂ ତାଙ୍କ ଅଫିସିଆଲ୍ ହ୍ୟାଣ୍ଡେଲରେ ଟ୍ୱିଟ୍ କରି କହିଛନ୍ତି ଯେ, ମୁମ୍ବାଇ ପୋଲିସର କଲ୍ୟାଣ ପାଇଁ ୫-୫ ଲକ୍ଷ ଟଙ୍କା ଯୋଗଦାନ କରିଥିବାରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଧନ୍ୟବାଦ ଜଣାଉଛି । ଆପଣଙ୍କ ଅବଦାନ ମୁମ୍ବାଇ ପୋଲିସକୁ କୋରୋନା ବିରୋଧରେ ଲଢ଼ି କରିବାରେ ସାହାଯ୍ୟ କରିବ ।

ପୁଣି ସହାୟତାର ହାତ ବଢ଼ାଇଲେ ବିରାଟ-ଅନୁଷ୍କା, ଦାନ କଲେ ଏତେ ଟଙ୍କା
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author