ODI ଅଧିନାୟକତ୍ୱରୁ ହଟାଇବା ପରେ BCCI ଉପରେ ଅସନ୍ତୁଷ୍ଟ କୋହଲି? ସାମ୍ନାକୁ ଆସିଲା ଏହି ବଡ଼ କାରଣ

'ଇନ୍ସାଇଟ୍ସପୋର୍ଟ'ର ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ବିରାଟ କୋହଲିଙ୍କୁ ଏହି ଟ୍ରେନିଂ କ୍ୟାମ୍ପ ପାଇଁ ସ୍ପଷ୍ଟ ଭାବେ କୁହାଯାଇଥିଲା, କିନ୍ତୁ ସେ ଏହି ଶିବିରରେ ଯୋଗ ଦେଇନାହାଁନ୍ତି ।

ODI ଅଧିନାୟକତ୍ୱରୁ ହଟାଇବା ପରେ BCCI ଉପରେ ଅସନ୍ତୁଷ୍ଟ କୋହଲି? ସାମ୍ନାକୁ ଆସିଲା ଏହି ବଡ଼ କାରଣ

About the Author