ଭିଆର ଚୌଧୁରୀ ହେବେ ଦେଶର ପରବର୍ତ୍ତୀ ବାୟୁସେନା ମୁଖ୍ୟ
Advertisement

ଭିଆର ଚୌଧୁରୀ ହେବେ ଦେଶର ପରବର୍ତ୍ତୀ ବାୟୁସେନା ମୁଖ୍ୟ

New Chief of Air Staff: ଏୟାର ମାର୍ଶଲ ଭି.ଆର ଚୌଧରୀ (VR Chaudhary) ବାୟୁସେନାର ପରବର୍ତ୍ତୀ ମୁଖ୍ୟ ହେବେ । ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ଏୟାର ମାର୍ଶଲ ଭିଆର ଚୌଧୁରୀ ବର୍ତ୍ତମାନ ଭାଇସ ଚିଫ୍ ଅଫ୍ ଏୟାର ଷ୍ଚାଫ୍ ଅଛନ୍ତି, ତାଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବର୍

ଭିଆର ଚୌଧୁରୀ ହେବେ ଦେଶର ପରବର୍ତ୍ତୀ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: New Chief of Air Staff: ଏୟାର ମାର୍ଶଲ ଭି.ଆର ଚୌଧରୀ (VR Chaudhary) ବାୟୁସେନାର ପରବର୍ତ୍ତୀ ମୁଖ୍ୟ ହେବେ । ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ଏୟାର ମାର୍ଶଲ ଭିଆର ଚୌଧୁରୀ ବର୍ତ୍ତମାନ ଭାଇସ ଚିଫ୍ ଅଫ୍ ଏୟାର ଷ୍ଚାଫ୍ ଅଛନ୍ତି, ତାଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଆରକେଏସ ଭଦୌରିଆ (RKS Bhadauria) ଚଳିତ ବର୍ଷ ସେପ୍ଟେମ୍ବର ୩୦ରେ ଅବସର ନେଉଛନ୍ତି । ଅକ୍ଟୋବର ୧ରେ ଭିଆର ଚୌଧୁରୀ ଦାୟିତ୍ୱ ଗ୍ରହଣ କରିବେ ।