ମେ ୨୬ରୁ ୨୮ ମଧ୍ୟରେ ଏହି ୨ ରାଜ୍ୟରେ ପ୍ରବଳ ବର୍ଷିବ

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସାମ ଏବଂ ମେଘାଳୟରେ ଆସନ୍ତା ୩ ଦିନ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ସେ କହିଛନ୍ତି ଯେ ଉତ୍ତର-ପୂର୍ବ ଭାରତରେ ସର୍ବାଧିକ ବର୍ଷା ମେ ଏବଂ ପରେ ଜୁନ୍ ମାସରେ ହୋଇଥାଏ ।

ମେ ୨୬ରୁ ୨୮ ମଧ୍ୟରେ ଏହି ୨ ରାଜ୍ୟରେ ପ୍ରବଳ ବର୍ଷିବ

About the Author