କୋରୋନା ଯୋଦ୍ଧା: ୨୦୦ ଦିବ୍ୟାଙ୍ଗ ଶିଶୁ ତିଆରି କଲେ ୧୦,୦୦୦ ମାସ୍କ

ଅଥର୍ବ କହିଛନ୍ତି ଯେ, ପିଲାମାନଙ୍କୁ ଏଠାରେ ସିଲେଇ ଶିଖାଯାଏ, କିନ୍ତୁ ସେମାନେ ଏହି ନୂତନ କାର୍ଯ୍ୟ କରି ଆନନ୍ଦ ଉଠାଉଛନ୍ତି । ଯେଉ ପିଲାମାନେ ବୁଝିବାକୁ ସକ୍ଷମ ସେମାନଙ୍କୁ ବୁଝା ଯାଇଛି ଏହି ମାସ୍କର ଗୁରୁତ୍ୱ ବର୍ତ୍ତମାନ ସମୟରେ କେତେ ଆବଶ୍ୟକ ରହିଛି । ଏଥିରୁ ସେମାନଙ୍କୁ ଅନୁଭବ ହୁଏ ଯେ ସେମାନେ ସମାଜର କିଛି କାମ କରୁଛି ।

କୋରୋନା ଯୋଦ୍ଧା: ୨୦୦ ଦିବ୍ୟାଙ୍ଗ ଶିଶୁ ତିଆରି କଲେ ୧୦,୦୦୦ ମାସ୍କ

About the Author