SIR ପରେ ଭୋଟର ତାଲିକାରୁ କଟିଲା ପଶ୍ଚିମବଙ୍ଗରେ ୫୮ ଲକ୍ଷ ଏବଂ ରାଜସ୍ଥାନରେ ୪୨ ଲକ୍ଷ ନାମ, ଦେଖନ୍ତୁ ଡ୍ରାଫ୍ଟ ଲିଷ୍ଟ

Election Commission: ନିର୍ବାଚନ କମିଶନ ପଶ୍ଚିମବଙ୍ଗ, ଗୋଆ, ରାଜସ୍ଥାନ, ପୁଡୁଚେରୀ ଓ ଲକ୍ଷାଦ୍ୱୀପରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ପରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗରେ ଡ୍ରାଫ୍ଟ ତାଲିକାରୁ ସର୍ବାଧିକ ସଂଖ୍ୟକ ଭୋଟରଙ୍କୁ ବାଦ ଦିଆଯାଇଛି।

SIR ପରେ ଭୋଟର ତାଲିକାରୁ କଟିଲା ପଶ୍ଚିମବଙ୍ଗରେ ୫୮ ଲକ୍ଷ ଏବଂ ରାଜସ୍ଥାନରେ ୪୨ ଲକ୍ଷ ନାମ, ଦେଖନ୍ତୁ ଡ୍ରାଫ୍ଟ ଲିଷ୍ଟ
Image Credit: Election Commission

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More