ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC, ଏହି ଆସନରୁ ଲଢ଼ିବେ CM ମମତା

ନିର୍ବାଚନ ଆୟୋଗ ୩୦ ସେପ୍ଟେମ୍ବରରେ ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ତାରିଖରେ ପଶ୍ଚିମବଙ୍ଗର ସାମସରଗଞ୍ଜ ଓ ଜାଙ୍ଗିରପୁରରେ ମଧ୍ୟ ମତଦାନ ହେବ । ଉପ-ନିର୍ବାଚନ ପାଇଁ ଭୋଟ୍ ଗଣନା ୩ ଅକ୍ଟୋବରରେ ଅନୁଷ୍ଠିତ ହେବ ।

ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC, ଏହି ଆସନରୁ ଲଢ଼ିବେ CM ମମତା
Image Credit: (ଫାଇଲ ଫଟୋ)

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More