Durgapur Case: ଦୁର୍ଗାପୁର ହସ୍ପିଟାଲ୍‌ରୁ ଡିସଚାର୍ଜ ହେଲେ ମେଡିକାଲ୍‌ ଛାତ୍ରୀ

ପଶ୍ଚିମବଙ୍ଗରେ ଦୁଷ୍କର୍ମ ଘଟଣାରେ ଦୁର୍ଗାପୁର ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି ପୀଡ଼ିତା । ଡିସ୍‌ଚାର୍ଜ ନେଇ ମେଡିକାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିବା କୁହାଯାଇଛି ।

Durgapur Case: ଦୁର୍ଗାପୁର ହସ୍ପିଟାଲ୍‌ରୁ ଡିସଚାର୍ଜ ହେଲେ ମେଡିକାଲ୍‌ ଛାତ୍ରୀ

About the Author