ଆଜିଠାରୁ ଲାଗୁ ହେଲା ୪ ନୂଆ ଶ୍ରମ କୋଡ୍‍ କ’ଣ ହେବ ଏହାର ଫାଇଦା ଜାଣନ୍ତୁ ପ୍ରମୁଖ ବିନ୍ଦୁ

ଆଜିଠାରୁ କେନ୍ଦ୍ର ସରକାର ପୂର୍ବ ଘୋଷିତ ୪ ଶ୍ରମ କୋଡ୍‍କୁ ଲାଗୁ କରିଛନ୍ତି। ଏହାଦ୍ୱାରା ୨୯ଟି ପୁରୁଣା ଆଇନ ଉଚ୍ଛେଦ ହେବ। ଏହି ୪ ନୂତନ ଶ୍ରମ ସଂହିତା ବା କୋଡ୍‍ ହେଉଛି: (୧) ମଜୁରୀ ସଂହିତା- ୨୦୧୯, (୨) ଶିଳ୍ପ ସମ୍ପର୍କ ସଂହିତା-୨୦୨୦ (୩) ସାମାଜିକ ସୁରକ୍ଷା ସଂହିତା-୨୦୨୦, ଏବଂ (୪)ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ

ଆଜିଠାରୁ ଲାଗୁ ହେଲା ୪ ନୂଆ ଶ୍ରମ କୋଡ୍‍  କ’ଣ ହେବ ଏହାର ଫାଇଦା ଜାଣନ୍ତୁ ପ୍ରମୁଖ ବିନ୍ଦୁ

About the Author