ଆଜିଠୁ ଶୀତକାଳୀନ ଅଧିବେଶନ: ଅନେକ ପ୍ରସଙ୍ଗ ରହିଛି କିନ୍ତୁ ଚାଲିପାରିବତ!

ଆଜିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ। ଏଥିପାଇଁ ୧୫ଟି କାର୍ଯ୍ୟ ଦିବସ ନିର୍ଘଣ୍ଟ କରାଯାଇଛି। ୧୯ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ଯୋଗ ଦେବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦୦ ସଦସ୍ୟ ଏକାଠି ହୋଇଛନ୍ତି। ଏହାସହ ସଂସଦର କାର୍ଯ୍ୟ ପରିଚାଳନା ପାଇଁ ମଧ୍ୟ ବିଭିନ୍ନ ବିଭାଗରୁ ବିଶେଷଜ୍ଞ ଓ ଅଧିକାରୀଙ୍କୁ ଡକାଯାଇଛି। ଅନେକ ଗୁରୁ

ଆଜିଠୁ ଶୀତକାଳୀନ ଅଧିବେଶନ: ଅନେକ ପ୍ରସଙ୍ଗ ରହିଛି କିନ୍ତୁ ଚାଲିପାରିବତ!

About the Author