Faridabad Case: ଚଳନ୍ତା କାରରେ 'ନିର୍ଭୟା' କାଣ୍ଡ, ଅଧା ରାତିରେ ରାସ୍ତା ଉପରୁ ଉଦ୍ଧାର ହେଲେ ପୀଡିତା

ନୂଆଦିଲ୍ଲୀ: ହରିୟାଣାର ଫରିଦାବାଦରେ ସମଗ୍ର ଦେଶକୁ ଚକିତ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ଚଳନ୍ତା କାରରେ ବଳାତ୍କାର କରାଯାଇଥିଲା। ଅପରାଧ କରିବା ପରେ ଅଭିଯୁକ୍ତମାନେ ପୀଡିତାଙ୍କୁ ରାସ୍ତାରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଥିବା ଦୁଇ କିମ୍ବା ତିନି ଜଣ ଯୁବକଙ୍କୁ ଅଟକ ରଖିଛି। ସେମାନଙ୍କୁ

Faridabad Case: ଚଳନ୍ତା କାରରେ 'ନିର୍ଭୟା' କାଣ୍ଡ, ଅଧା ରାତିରେ ରାସ୍ତା ଉପରୁ ଉଦ୍ଧାର ହେଲେ ପୀଡିତା

About the Author