• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

Google ମାଧ୍ୟମରେ ଘରେ ବସି ରୋଜଗାର କରିପାରିବେ ୫୦ ହଜାର ଟଙ୍କା, ଜାଣନ୍ତୁ କିପରି

ଆପଣ ଜାଣନ୍ତି କି ଘରେ ବସି ସ୍ମାର୍ଟଫୋନ୍ ବ୍ୟବହାର କରି ଆପଣ ଟଙ୍କା ରୋଜଗାର କରିପାରିବେ? ଆପଣ ନିଜ ସ୍ମାର୍ଟଫୋନରେ ଗୁଗୁଲର ସାହାଯ୍ୟ ନେଇ ହଜାର ହଜାର ଟଙ୍କା ରୋଜଗାର କରିପାରିବେ । ଜାଣନ୍ତୁ କିପରି ...

Google ମାଧ୍ୟମରେ ଘରେ ବସି ରୋଜଗାର କରିପାରିବେ ୫୦ ହଜାର ଟଙ୍କା, ଜାଣନ୍ତୁ କିପରି
ପ୍ରତୀକାତ୍ମକ ଛବି

ଆଜିକାଲି ପ୍ରାୟ ସମସ୍ତଙ୍କର ସ୍ମାର୍ଟଫୋନ୍ (Smartphones) ଅଛି । ଅଧିକାଂଶ କାମ ମଧ୍ୟ ଆମ ଫୋନ ମାଧ୍ୟମରେ ହୋଇଯାଇଥାଏ । ଏହା ପେମେଣ୍ଟ କରିବା ହେଉ କିମ୍ବା କିଛି ଅର୍ଡର କରିବା । କିନ୍ତୁ ଆପଣ ଜାଣନ୍ତି କି ଆପଣ ସ୍ମାର୍ଟଫୋନ୍ ମାଧ୍ୟମରେ ମଧ୍ୟ ଆପଣ ରୋଜଗାର କରିପାରିବେ? ହଁ ... ଆପଣ ଫୋନରୁ ହଜାର ହଜାର ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ ଗୁଗୁଲରୁ (Google) ସାହାଯ୍ୟ ନେବାକୁ ପଡିବ । ଅତିରିକ୍ତ ଆୟ ଉପରେ ଗୁଗୁଲ ପୁରସ୍କାର ପ୍ରଦାନ କରେ, ଯେଉଁଠାରୁ ଆପଣ ରୋଜଗାର କରିପାରିବେ । ଜାଣନ୍ତୁ କିପରି ...

Google Opinion Rewards ମାଧ୍ୟମରେ ରୋଜଗାର କରିପାରିବେ । ଆପଣ ଏଠାରେ ଯେକୌଣସି ପ୍ରସଙ୍ଗରେ ନିଜର ମତାମତ ରଖିପାରିବେ ଓ ଏହାର ପ୍ରତିବଦଳରେ ଟଙ୍କା ରୋଜଗାର କରିପାରିବେ । ଗୁଗୁଲ ବିଭିନ୍ନ ବିଷୟ ଉପରେ ସର୍ଭେ କରିଥାଏ । ଆପଣ ପ୍ରଥମେ ସର୍ଭେରେ ଯୋଗଦେବା ଜରୁରୀ । ଯୋଗଦାନ କରିବାକୁ ଆପଣଙ୍କୁ ପ୍ରଥମେ ଗୁଗୁଲରୁ ଏହି ଫିଚର ଇନଷ୍ଟଲ କରିବାକୁ ପଡିବ । ସର୍ଭେରେ ଯୋଗ ଦେଇ ଆପଣ ପ୍ରତିଦିନ ୫୦ ରୁ ୫୦୦ ଟଙ୍କା ରୋଜଗାର କରିପାରିବେ ।

ଅଧିକ ପଢ଼ନ୍ତୁ: ଅଗଷ୍ଟ ମାସ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌, ଜାଣନ୍ତୁ ରାଜ୍ୟରେ କ'ଣ ଖୋଲା ଓ କ'ଣ ରହିବ ବନ୍ଦ

ଆପଣ ସର୍ଭେରେ ପ୍ରାପ୍ତ ଟଙ୍କାକୁ ପୁରସ୍କାର ପଏଣ୍ଟରେ ପରିଣତ କରିପାରିବେ କିମ୍ବା ଅନଲାଇନ୍ ସପିଂ ପାଇଁ ବ୍ୟବହାର କରିପାରିବେ ।

ଅଧିକ ପଢ଼ନ୍ତୁ: ଅନିୟନ୍ତ୍ରିତ ହେଲାଣି ତାଲିବାନ, ଜାତିସଂଘର ମୁଖ୍ୟ କୋଠା ଉପରେ କଲା ଆକ୍ରମଣ 

ଆପଣ ipoll ମାଧ୍ୟମରେ ରୋଜଗାର କରିପାରିବେ ୫୦ ହଜାର ଟଙ୍କା 
ଆପଣ ipoll ମାଧ୍ୟମରେ ମଧ୍ୟ ରୋଜଗାର କରିପାରିବେ । ଏହା ହେଉଛି ଇଙ୍କ କର୍ପୋରେସନ୍ ସ୍ମାର୍ଟଫୋନ୍ ଫିଚର । ଏଠାରେ ଆପଣ ଅତିରିକ୍ତ ରୋଜଗାର କରିପାରିବେ । ଏଠାରେ ଆପଣଙ୍କୁ ସର୍ଭେରେ ଯୋଗଦେବାକୁ ପଡିବ । କିନ୍ତୁ ଗୁଗୁଲ୍ ଓପିନିଅନ ଅପେକ୍ଷା ଏଠାରେ ଅଧିକ ରୋଜଗାର କରିବାରେ ସୁଯୋଗ ମିଳିଥାଏ । ଏକ ସର୍ଭେ ସମାପ୍ତ କରିବା ପରେ ଜଣେ ୧୦୦ ରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ । ଧରାଯାଉ ଯଦି ଆପଣ ଗୋଟିଏ ମାସରେ ୫୦ ଟି ସର୍ଭେ କରନ୍ତି, ତେବେ ଆପଣ ୫ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ ।