ମଦ ହୋମ ଡେଲିଭରୀ କରିବ ଜୋମାଟୋ !

ଭାରତରେ ପ୍ରାୟ ୨ ମାସ ଧରି ଲକଡାଉନ୍ ଚାଲିଛି । ଏଭଳି ପରିସ୍ଥିତିରେ, କିଛି ଦିନ ପୂର୍ବରୁ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ବଜାରରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ସରକାର ସମସ୍ତ ଅନାବଶ୍ୟକ ସାମଗ୍ରୀ ବିକ୍ରୟ ବନ୍ଦ କରିଦେଇଥିଲେ । ଲକଡାଉନ୍ ୩.୦ରେ ସରକାର ବର୍ତ୍ତମାନ କିଛି ନିୟମ କୋହଳ କରିଛନ୍ତି । ଯାହା ଅଧୀନରେ କେତେକ ସୁରକ୍ଷିତ ଅଞ୍ଚଳରେ ଅତ୍ୟାବଶ

 ମଦ ହୋମ ଡେଲିଭରୀ କରିବ ଜୋମାଟୋ !
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author