ସୀମା ସିଲ କରିଦେଲେ ମିଳିବ ନାହିଁ ଲାଭ, ଖୋଲିବାକୁ ହେବ ଅର୍ଥନୀତି: ଡବ୍ଲ୍ୟୁଏଚଓ

ସୀମା ସିଲ କରିଦେଲେ ମିଳିବ ନାହିଁ ଲାଭ, ଖୋଲିବାକୁ ହେବ ଅର୍ଥନୀତି: ଡବ୍ଲ୍ୟୁଏଚଓ

କୋରୋନା ମୁକାବିଲା ଲାଗି ସୀମା ସିଲ କରିବା ନିଷ୍ପତ୍ତି ପର୍ଯ୍ୟାପ୍ତ ନୁହେଁ ବୋଲି କହିଛି ଡବ୍ଲ୍ୟୁଏଚଓ।

Jul 28, 2020, 04:59 PM IST
ବୟଫ୍ରେଣ୍ଡ ସହ ମିଶି ଏପରି କାମ କଲେ ଆଲିଆ, ବାପା ଶିଖର ଧାୱନ ବି ଖୁସ୍

ବୟଫ୍ରେଣ୍ଡ ସହ ମିଶି ଏପରି କାମ କଲେ ଆଲିଆ, ବାପା ଶିଖର ଧାୱନ ବି ଖୁସ୍

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦ ବର୍ଷୀୟ ଆଲିଆ ନିଜ ସଉକ ପାଇଁ ଚୁଟି କାଟିନାହାଁନ୍ତି । ଏକ ମହତ ଉଦ୍ଦେଶ୍ୟ ରଖି ସେ ଚୁଟି କାଟିଛନ୍ତି ।

Jul 28, 2020, 04:41 PM IST
ବାଘଙ୍କ ସଂଖ୍ୟା ଦେଶରେ ସନ୍ତୋଷଜନକ, ରାଜ୍ୟରେ ନୈରାଶ୍ୟଜନକ

ବାଘଙ୍କ ସଂଖ୍ୟା ଦେଶରେ ସନ୍ତୋଷଜନକ, ରାଜ୍ୟରେ ନୈରାଶ୍ୟଜନକ

ରାଜ୍ୟରେ ବାଘଙ୍କ ସଂଖ୍ୟା ନୈରାଶ୍ୟଜନକ

Jul 28, 2020, 04:25 PM IST
 କଂଗ୍ରେସକୁ ଶିକ୍ଷା ଦେବା ଲାଗି ଗେହୋଲତ ସରକାର ବିରୁଦ୍ଧରେ ଭୋଟ ଦେବେ ବିଏସପି ବିଧାୟକ:ମାୟାବତୀ

କଂଗ୍ରେସକୁ ଶିକ୍ଷା ଦେବା ଲାଗି ଗେହୋଲତ ସରକାର ବିରୁଦ୍ଧରେ ଭୋଟ ଦେବେ ବିଏସପି ବିଧାୟକ:ମାୟାବତୀ

ବିଏସପି ବିଧାୟକଙ୍କୁ ଦଳରେ ସାମିଲ କରିବାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମାୟାବତୀ।

Jul 28, 2020, 04:15 PM IST
ରାଜଧାନୀରେ ପୁଣି ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ରାଜଧାନୀରେ ପୁଣି ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟରେ କୌଣସି ବୃଦ୍ଧି କରିନାହାଁନ୍ତି । କିନ୍ତୁ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦରରେ ୨୩ ପଇସାର ବୃଦ୍ଧି ଘଟିଛି ।

Jul 28, 2020, 03:33 PM IST
ଅଧା ବିହାର ଜଳମଗ୍ନ, ୨୪.୫ ଲକ୍ଷ ପ୍ରଭାବିତ

ଅଧା ବିହାର ଜଳମଗ୍ନ, ୨୪.୫ ଲକ୍ଷ ପ୍ରଭାବିତ

ବିହାରରେ ଥମିନାହିଁ ବନ୍ୟାର ପ୍ରକୋପ ।       

Jul 28, 2020, 03:26 PM IST
ଚୀନକୁ '୩୭୧' ଛାଟ, ବ୍ୟାନ ହେବ ଚାଇନିଜ ଉତ୍ପାଦ

ଚୀନକୁ '୩୭୧' ଛାଟ, ବ୍ୟାନ ହେବ ଚାଇନିଜ ଉତ୍ପାଦ

ଚୀନ ଉପରେ ହୋଇପାରେ ବଡ଼ ଇକୋନୋମିକ ଷ୍ଟ୍ରାଇକ

Jul 28, 2020, 02:33 PM IST
 ଭୂମିକମ୍ପ ଝଟକାରେ ଥରିଲା ଧର୍ମଶାଳା

ଭୂମିକମ୍ପ ଝଟକାରେ ଥରିଲା ଧର୍ମଶାଳା

ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ଅନୁୁଭୂତ ହୋଇଯାଇଛି ଭୂମିକମ୍ପର ଝଟକା ।      

Jul 28, 2020, 01:56 PM IST
କୂଳଭୁଷଣ ଯାଦବ ମାମଲା: ଭାରତର ଚାପ, ଇସଲାମାବାଦରେ ହେବ ପୁନର୍ବାର ଶୁଣାଣି

କୂଳଭୁଷଣ ଯାଦବ ମାମଲା: ଭାରତର ଚାପ, ଇସଲାମାବାଦରେ ହେବ ପୁନର୍ବାର ଶୁଣାଣି

କୁଲଭୂଷଣ ଯାଦବ(Kulbhushan Jadhav)ଙ୍କ କ୍ଷେତ୍ରରେ ଭାରତ(India)ର ଅଭିଯାନରେ ଆଶା ସଞ୍ଚାର ହୋଇଛି । ଆନ୍ତର୍ଜାତୀୟ କୋର୍ଟ ଅଫ୍ ଜଷ୍ଟିସ୍ (ICJ) ର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ସୋମବାର ଦିନ ଜାତୀୟ ସଭାରେ ଏକ ନିୟମ ପ୍ରଣୟନ କରିଛନ୍ତି। ଏହି ନିୟମ ଅନୁଯାୟୀ ସେନା କୋର୍ଟର ନିଷ୍ପତ୍ତି ସମୀକ୍ଷା ପାଇଁ ଏକ ଆବେଦନ କରାଯାଇପାରିବ।

Jul 28, 2020, 12:40 PM IST
ଆବୁଧାବିରେ ରାଫାଲ, ବୁଧବାର ଗୃହପ୍ରବେଶ

ଆବୁଧାବିରେ ରାଫାଲ, ବୁଧବାର ଗୃହପ୍ରବେଶ

ଆସନ୍ତା କାଲି ଅବତରଣ...

Jul 28, 2020, 09:52 AM IST
କୋରୋନା ସଂକ୍ରମିତ ହେଲେ ବର-କନ୍ୟା ସମେତ ୪୩ ଅତିଥି

କୋରୋନା ସଂକ୍ରମିତ ହେଲେ ବର-କନ୍ୟା ସମେତ ୪୩ ଅତିଥି

ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକ ଯୋଗ ଦେଇଥିଲେ ବୋଲି ପୋଲିସ କହିଛି । ଜଣେ ଅଧିକାରୀ କହିଛନ୍ତି ଯେ, ବର-କନ୍ୟା ବ୍ୟତୀତ ଅନ୍ୟ ୪୧ ଜଣ ବ୍ୟକ୍ତି ଏହି ବିବାହରେ ଯିଏ ଅଂଶ ଗ୍ରହଣ କରିଥିଲେ, ସେମାନଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

Jul 27, 2020, 10:36 PM IST
ବଦଳିଗଲା ପାଣିପାଗ ଅବସ୍ଥା, ବରଫାବୃତ୍ତ ଦ୍ୱୀପପୁଞ୍ଜରେ ବଢିଗଲା ତାପମାତ୍ରା

ବଦଳିଗଲା ପାଣିପାଗ ଅବସ୍ଥା, ବରଫାବୃତ୍ତ ଦ୍ୱୀପପୁଞ୍ଜରେ ବଢିଗଲା ତାପମାତ୍ରା

ସବୁଜ କୋଠରୀ ଗ୍ୟାସର ନିଗର୍ମନ ଫଳରେ ମେରୁ ମଣ୍ଡଳୀୟ ଅଞ୍ଚଳର ତାପମାତ୍ରା ବଢିବାର ଉଦାରଣ ନରେୱେର ଦେଖିବାକୁ ମିଳିଛି ।

Jul 27, 2020, 09:02 PM IST
ପ୍ରକୃତି ପ୍ରେମୀ ଗ୍ରାମବାସୀ;ପକ୍ଷୀଙ୍କ ଲାଗି ଜାଳୁନାହଁନ୍ତି ଷ୍ଟ୍ରିଟ ଲାଇଟ

ପ୍ରକୃତି ପ୍ରେମୀ ଗ୍ରାମବାସୀ;ପକ୍ଷୀଙ୍କ ଲାଗି ଜାଳୁନାହଁନ୍ତି ଷ୍ଟ୍ରିଟ ଲାଇଟ

ପକ୍ଷୀଙ୍କ ସୁରକ୍ଷା ଲାଗି ଆଗେଇ ଆସିଛନ୍ତି ଗ୍ରାମବାସୀ ।

Jul 27, 2020, 08:59 PM IST
ରାମ ମନ୍ଦିର-ଅଯୋଧ୍ୟା ବିକାଶ ଲାଗି କ'ଣ ରହିଛି ସିଏମ ଯୋଗୀ ଏବଂ ପିଏମ ମୋଦିଙ୍କ ପ୍ଲାନ

ରାମ ମନ୍ଦିର-ଅଯୋଧ୍ୟା ବିକାଶ ଲାଗି କ'ଣ ରହିଛି ସିଏମ ଯୋଗୀ ଏବଂ ପିଏମ ମୋଦିଙ୍କ ପ୍ଲାନ

ଅଯୋଧ୍ୟାରେ ବିକାଶ ଲାଗି ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି ଯୋଗୀ ସରକାର । 

Jul 27, 2020, 08:55 PM IST
ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ କିଏ ହେବେ ଅତିଥି?

ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ କିଏ ହେବେ ଅତିଥି?

ଅଯୋଧ୍ୟା ଆନ୍ଦୋଳନ ସହ ଜଡିତ  ବ୍ୟକ୍ତି ବିଶେଷଙ୍କୁ ଭୂମି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। 

Jul 27, 2020, 08:50 PM IST
ଭାରତର ଏହି ଖେଳାଳିଙ୍କୁ ଗଧ କହିଥିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ, ବଢ଼ିଥିଲା ବିବାଦ

ଭାରତର ଏହି ଖେଳାଳିଙ୍କୁ ଗଧ କହିଥିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ, ବଢ଼ିଥିଲା ବିବାଦ

ଏମିତିରେ ନାସିର ହୁସେନଙ୍କୁ ଏକ ଭଲ ଭାଷ୍ୟକାର ଭାବେ ଗଣାଯାଏ । କିନ୍ତୁ ଟିମ ଇଣ୍ଡିଆ (Team India) ଖେଳାଳିଙ୍କୁ ନେଇ ସେ ଦେଇଥିବା ଟିପ୍ପଣୀ ଯୋଗୁ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା ।

Jul 27, 2020, 08:49 PM IST
ଜାତିସଂଘର ଚାଞ୍ଚଲ୍ୟକର ବୟାନ; କୋରୋନା ଯୋଗୁଁ ଭୋକିଲା ରହିବେ ୧୩ କୋଟି ଲୋକ

ଜାତିସଂଘର ଚାଞ୍ଚଲ୍ୟକର ବୟାନ; କୋରୋନା ଯୋଗୁଁ ଭୋକିଲା ରହିବେ ୧୩ କୋଟି ଲୋକ

କୋରୋନା କାରଣରୁ ଭୋକିଲା ରହିପାରନ୍ତି ୧୩ କୋଟି ଲୋକ । 

Jul 27, 2020, 08:45 PM IST
କ୍ୟାରିୟରର ଶେଷ ମୁହୂର୍ତ୍ତକୁ ନେଇ ବିଷ ଉଗାଳିଲେ ଯୁବରାଜ

କ୍ୟାରିୟରର ଶେଷ ମୁହୂର୍ତ୍ତକୁ ନେଇ ବିଷ ଉଗାଳିଲେ ଯୁବରାଜ

ଯଦି କୌଣସି ଖେଳାଳି ଦେଶ ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ଖେଳିଛନ୍ତି ଏବଂ ପରବର୍ତ୍ତୀ ସମୟରେ ଦଳରେ କଠିନ ସମୟ ଦେଇ ଗତି କରୁଛନ୍ତି, ତେବେ ତାଙ୍କୁ ଦଳ ସମ୍ମାନ ଦେବା ଦରକାର ବୋଲି କରିଛନ୍ତି ଯୁବି ।  

Jul 27, 2020, 08:08 PM IST
ଏହି ୨ ରାଜ୍ୟରେ ୧ ଲକ୍ଷ ପାର କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଏହି ୨ ରାଜ୍ୟରେ ୧ ଲକ୍ଷ ପାର କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪,୩୫,୪୫୩ ପଜିଟିଭ ମାମଲା ରିପୋର୍ଟ ହୋଇଛି । ଏହା ବ୍ୟତୀତ ଏପର୍ଯ୍ୟନ୍ତ  ୩୨,୭୭୧ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । 

Jul 27, 2020, 08:07 PM IST
ଗୋଟିଏ ନୁହେଁ ଦୁଇ ଦୁଇଟି ଝଡରେ ଥରହର ହୋଇଉଠିଛି ଆମେରିକା

ଗୋଟିଏ ନୁହେଁ ଦୁଇ ଦୁଇଟି ଝଡରେ ଥରହର ହୋଇଉଠିଛି ଆମେରିକା

ସାମୁଦ୍ରିକ ଝଡ଼ର ପ୍ରଭାବର ଥରହର ହୋଇଉଠିଛିି ଆମେରିକା । 

Jul 27, 2020, 06:01 PM IST